କେନ୍ଦ୍ରାପଡ଼ା ରାଜନଗର ଝାଡ଼ପଡା ଅଂଚଳର ଲୋକେ ଭୟଭୀତ …..

କେନ୍ଦ୍ରାପଡ଼ା ରାଜନଗର ଝାଡ଼ପଡା ଅଂଚଳର ଲୋକେ ଭୟଭୀତ …..

ବନ୍ୟା ପାଣିରେ ଭାସି ଆସିଲା କୁମ୍ଭୀର। ଉପର ମୁଣ୍ଡକୁ ଚାଲି ଆସିଛି ଏକ ବିରାଟ କାୟ ବଉଳା କୁମ୍ଭୀର। ଉପର ମୁଣ୍ଡକୁ ଚାଲି ଆସିଛି ଏକ ବିରାଟ କାୟ ବଉଳା କୁମ୍ଭୀର। କୁମ୍ଭୀରକୁ ଦେଖି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।  ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଝାଡ଼ପଡା କେନାଲରେ ଏହି ବିରାଟ କୁମ୍ଭୀର ଭାସୁଥିବାର ଲୋକେ ଦେଖିବାକୁ ପାଇଛନ୍ତି ।   ବ୍ରାହ୍ମଣୀ ନଦୀରେ ତୃତୀୟ ଥର ପାଇଁ ବନ୍ୟା ଜଳ ପ୍ରବେଶ କରିଛି । ଯାହା ଫଳରେ ଅନେକ ଗାଁ ଗୁଡିକ ବନ୍ୟା ପାଣି ଘେରରେ ରହିଯାଇଛି ।  ଏବେ ପୁଣି ଥରେ ଏହି ସ୍ଥାନରେ ବିଶାଳ କାୟ କୁମ୍ଭୀରକୁ ଦେଖି ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ  । 

author

Related Articles

Leave a Reply

Your email address will not be published. Required fields are marked *