କେନ୍ଦ୍ରାପଡା ସିଏସଓଙ୍କ ଅଫିସରେ ଭିଜିଲାନ୍ସ ଚଢାଉ…

କେନ୍ଦ୍ରାପଡା ସିଏସଓଙ୍କ ଅଫିସରେ ଭିଜିଲାନ୍ସ ଚଢାଉ…

କେନ୍ଦ୍ରାପଡା ଆଡିଶିନାଲ ସି ଏସ ଓ ପ୍ରଦୀପ କୁମାର ମହାପାତ୍ର ଙ୍କ ଅଫିସ୍ ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢାଉ।ଆୟ ବହିର୍ଭୁତ ସମ୍ପତି ରଖିବା ଅଭିଯୋଗ ଭିଜିଲାନ୍ସ ରେ ହୋଇଥିଲା।
କେନ୍ଦ୍ରାପଡା ସିଏସଓ ଅଫିସ ରେ ପହଞ୍ଚି ଭିଜିଲାନ୍ସ ର ଏକ ଟିମ ଚଢାଉ କରୁଛି। ପ୍ରଦୀପ ମହାପାତ୍ରଙ୍କ ଚାମ୍ବର ଯାଞ୍ଚ୍ କରିବା ସହ ବିଭିନ୍ନ ଫାଇଲି ଯାଞ୍ଚ କରାଯାଉଛି ଏବଂ କର୍ମଚାରୀ ମାନଙ୍କୁ ବିଭିନ୍ନ ଫାଇଲ ବିଷୟରେ ପଚରାପଚରି କରାଯାଉଛି। ତେବେ ପ୍ରଦୀପ ଆଡ୍ସିନାଲ ସିଏସଓ ଥିଲେ ମଧ୍ୟ ମହାକାଳପଡା ଏମଆଈ ଚାର୍ଜ ରେ ବର୍ଷେ ରୁ ଅଧିକ ରହିଥିବା ସୁଚନା ମିଳିଛି।ଭୁବନେଶ୍ୱର ର ଲିଙ୍ଗିପୂର୍,କଟକର କଲ୍ୟାଣୀ ନଗର,ନୂଆପଡ଼ା ଓ ସମ୍ପର୍କୀୟ ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଛି ବୋଲି ସୂଚନା ମିଳିଛି। !

author

Related Articles

Leave a Reply

Your email address will not be published. Required fields are marked *