କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଲେ ମନମୋହନ

କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଲେ ମନମୋହନ

ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଏହାପରେ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲେଚନା ହୋଇଛି । ତେବେ ପୁଣି ଥରେ ଦିଲ୍ଲୀ ଗସ୍ତରେ ଯାଇ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାକୁ ସୂଚନା ଦେଇଛନ୍ତି ମନମୋହନ । ଗାଁକୁ ଯିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ନିର୍ଦ୍ଦେଶ । ଏନେଇ ନିଜର ଓ ପାଖ ପଞ୍ଚାୟତ ଯିବାକୁ ଟାସ୍କ ଦେଇଛନ୍ତି । ଏବେ ସୁଦ୍ଧା ୧୨ଶହ ପାଖାପାଖି ପଞ୍ଚାୟତ ଗସ୍ତ ସରିଲାଣି । ବାକି ୫ହଜାର ପଞ୍ଚାୟତ ଗୁଡିକୁ ଖୁବ ଶିଘ୍ର ଗସ୍ତ କରିବେ ସାଂସଦ, ବିଧାୟକ, ପଦାଧିକାରୀ ଓ କାର୍ଯ୍ୟକର୍ତା ମାନେ ।

author

Related Articles

Leave a Reply

Your email address will not be published. Required fields are marked *