କୋବି କିଲୋ 2ଟଙ୍କା

କୋବି କିଲୋ 2ଟଙ୍କା

ଶୀତ ଋତୁ ପନିପରିବା ଅମଳର ସମୟ । ବେଶ ଭଲ ଦରରେ ପନିପରିବା ମିଳିଥାଏ । କିନ୍ତୁ ଫୁଲକୋବି ଏବେ ଶସ୍ତା ହେବା ଦ୍ୱାରା ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏବେ ବଜାରରେ ଫୁଲ କୋବି 20 ଟଙ୍କାରେ ବିକ୍ରି ହେଉଛି । ଗଞ୍ଜାମ ଜିଲ୍ଲାରେ ପ୍ରଚୁର ଫୁଲ କୋବି ହୋଇଛି । କିନ୍ତୁ ସ୍ଥିତି ଏପରି ହୋଇଛି ଯେ କିଲୋପ୍ରତି 2 ଟଙ୍କାରେ ବେପାରୀମାନେ କୋବି କିଣି ନେଉଛନ୍ତି । କିଛି ଦିନ ତଳେ ଫୁଲ କୋବି 10 ଟଙ୍କାରେ ବିକ୍ରି କରୁଥିଲେ ଏବେ 2 ଟଙ୍କାରେ ନେବା ପାଇଁ ମଧ୍ୟ ଚାହୁଁ ନାହାନ୍ତି ।

author

Related Articles

Leave a Reply

Your email address will not be published. Required fields are marked *