କୋରାପୁଟକୁ ମିଳିଲା ଆଉ ଏକ ପରିଚୟ

କୋରାପୁଟକୁ ମିଳିଲା ଆଉ ଏକ ପରିଚୟ

କୋରାପୁଟ ଜିଲ୍ଲାକୁ ମିଳିଲା ଆଉ ଏକ ପରିଚୟ । ମାଣ୍ଡିଆ ପାଇଁ କୋରାପୁଟ ଜିଲ୍ଲାର ମାଣ୍ଡିଆ ରାଣୀଙ୍କୁ ଚୀନରୁ ଆସିଛି ନିମନ୍ତ୍ରଣ । ପ୍ରଥମେ ଜି ୨୦ ଶିଖର ସମ୍ମିଳନୀ ପରେ ବ୍ରିକ୍ସ ସମ୍ମିଳନୀରେ କୋରାପୁଟ ଜିଲ୍ଳା କୁନ୍ଦ୍ରା ବ୍ଳକର ରାଇମତି ଘିଉରିଆଙ୍କୁ ମାଣ୍ଡିଆ ପାଇଁ ସମ୍ମାନୀତ କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ମହିଳା ଦିବସରେ, ବ୍ରିକ୍ସ ସମ୍ମିଳନୀରେ ଦେଶ ବିଦେଶର ଅନେକ ପ୍ରଶାସନିକ ଅଧିକାରୀ ଓ ମନ୍ତ୍ରୀ ଯୋଗ ଦେଇଥିଲେ । ସେଠାକୁ ରାଇମତିଙ୍କୁ ନିମନ୍ତ୍ରଣ ହୋଇଥିଲା, ନିଜ ଅଞ୍ଚଳର ବାଟି ମାଣ୍ଡିଆ ସମ୍ପର୍କରେ ବିଶ୍ୱବାସୀଙ୍କୁ କହିଥିଲେ । ରାଇମତିଙ୍କ କଥା ଶୁଣି ଉପସ୍ଥିତ ଥିବା ଚାଇନା ଦେଶର ମନ୍ତ୍ରୀ ଓ ଅଧିକାରୀ ଚାଇନା ଆସିବାକୁ ନିମନ୍ତ୍ରଣ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *