ଖଲ୍ଲିକୋଟରେ କାଳିଆ ପ୍ରେମରେ ତିନି ରଥ ଟାଣିଲେ ଭକ୍ତ ବତ୍ସଳ

ଖଲ୍ଲିକୋଟରେ କାଳିଆ ପ୍ରେମରେ ତିନି ରଥ ଟାଣିଲେ ଭକ୍ତ ବତ୍ସଳ

ଗଞ୍ଜାମ ଜିଲ୍ଲା ଐତିହ୍ୟ ଖଲ୍ଲିକୋଟ ସହରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ରା ଘୋଷ ଯାତ୍ରା ର ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି। ! ପବିତ୍ର ରଥ ଯାତ୍ରା ପାଇଁ ବଡ ଦାଣ୍ଡରେ ଜମିଛି ଭକ୍ତ ଙ୍କ ପ୍ରବଳ ଭିଡ଼। ! ରତ୍ନ ବେଦିରୁ ଜନ୍ମ ବେଦୀକୁ ଯାତ୍ରା କଲେ ଟିନି ଠାକୁର ! ଖଲ୍ଲିକୋଟ ବଡ ଦାଣ୍ଡରେ ଜନ ସମୁଦ୍ର ର ଲହଡ଼ି ଭାଙ୍ଗି ନିଜ ଘର ଅଭିମୁଖେ ଚାଲିଲେ ଭାଈ ଭଊଣି। ! ହଜାର ହଜାର ଭକ୍ତ ଙ୍କ ଜୟ ଜଗନ୍ନାଥ ଧ୍ବନିରେ ପ୍ରକମ୍ପିତ ହେଲା ସାରା ଖଲ୍ଲିକୋଟ ପରିବେଶ। ! ପ୍ରଥାମେ ବଡ ଠାକୁର ପ୍ରଭୁ ବଳଭଦ୍ର ଙ୍କ ରଥ ଟଣା ହୋଇଥିଲା ପରେ ଭଉଣୀ ଦେବୀ ଶୋଭଦ୍ରା ଙ୍କ ରଥ ଟଣା ଦେଖିବାକୁ ମିଳିଥିଲା ! ପରିଶେଷରେ କାଳିଆ ସାଆନ୍ତ ଭକ୍ତ ମାନଙ୍କ ଭାବ ବିହ୍ବଳ ପରିବେଶ ମଧ୍ଯରେ ଝୁଲି ଝୁଲି ଭାଈ ଭଉଣୀ ଙ୍କ ନିକଟକୁ ଯାଇଥିଲେ। ତିନି ଭାଈ ଭଊଣି ମାଉସୀ ମାଆ ଙ୍କ ମନ୍ଦିର ନିକଟରେ ପହଞ୍ଚିବା ପରେ ଆତୁର ହୋଇ ରହିଥିବା ହଜାର ହଜାର ଭକ୍ତ ତିନି ଠାକୁର ଙ୍କ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ। ! ଭକ୍ତ ଙ୍କ ଧାର୍ମିକ ଭାବନା ରେ ଭିଜି ଯାଇଥିଲା ପୁରା ଖଲ୍ଲିକୋଟ ସହାର !

author

Related Articles

Leave a Reply

Your email address will not be published. Required fields are marked *