ଖଲ୍ଲିକୋଟରେ 144 ଧାରା ଜାରି

ଖଲ୍ଲିକୋଟରେ 144 ଧାରା ଜାରି

ଖଲ୍ଲିକୋଟ ରାଜନୈତିକ ହତ୍ୟା କାଣ୍ଡ ପରେ ପୋଲିସ୍ ମୁଦାଲା କୁ ନେବା ସମୟରେ ପୋଲିସ୍ ଭେନ୍ ଉପରକୁ ଉପସ୍ଥିତ ଗ୍ରାମ ବାସି ଓ ରାଜନୈିକ ଲୋକ ଙ୍କ ପାଣି ବୋତଲ ଓ ଢେଲା ମାଡ ହେବା ପରେ ପୋଲିସ୍ ଲାଠି ଚାଳନା କରିଥିଲା ଓ ପରେ ପରେ ସେଠାରେ ଥିବା ସମସ୍ତ ଗାଡ଼ି ସହ୍ କିଛି ଗଣ ମାଧ୍ୟମ ର ଗାଡ଼ି ପୋଲିସ୍ ବାଡେଇ ଭାଙ୍ଗି ଦେଇଥିବା ଦେଖିବକୁ ମିଳିଛି ସାମ୍ପ୍ରତିକ ପରିସ୍ଥିତି ରେ ଛତ୍ରପୁର sdpo ଓ ଏସପି ଙ୍କ ଉପସ୍ଥିତି ରେ ଜିଲ୍ଲା ପାଳ ଙ୍କ ନିର୍ଦ୍ଦେଶ କ୍ରମେ 144 ଧାରା ଜାରି କରିବା ସହ ଦୁଇ ପ୍ଲାଟୁନ ପୋଲିସ ମୃତତନ୍ କରି କଡ଼ା ସୁରକ୍ଷା ବଳୟ ଭିତରେ 9 ଗୀରଫ ହୋଇଥିବା ଅଭିଯୁକ୍ତ ଙ୍କୁ କୋର୍ଟ ଫରୱର୍ଡ କରାଯାଇଥିଲା
ଅନ୍ୟ ପକ୍ଷରେ କହିବାକୁ ଗଲେ ପୋଲିସ୍ ଓ ଜନତା ମୁଁହାମୁହିଁ ହେବା ଦ୍ୱାରା 10 ଜଣ ପୋଲିସ କର୍ମଚାରୀ ଜନତା ଙ୍କ ପଥର ମାଡ଼ ରେ ଲହୁ ଲୁହାଣ ହୋଇଥିବା ଚିତ୍ର ଏକ ବଡ଼ ଧରଣର ଅଘଟଣ କୁ ବୟାନ କରୁଛି

author

Related Articles

Leave a Reply

Your email address will not be published. Required fields are marked *