ଖୁବଶୀଘ୍ର ମାଲକାନାଗରିରୁ ଉଡିବ ବିମାନ, ଆଜି ହେବ ଟ୍ରାଏଲ ରନ୍

ଖୁବଶୀଘ୍ର ମାଲକାନାଗରିରୁ ଉଡିବ ବିମାନ, ଆଜି ହେବ ଟ୍ରାଏଲ ରନ୍

ଖୁବଶୀଘ୍ର ମାଲକାନାଗରିରୁ ଉଡିବ ବିମାନ । ଏଥିପାଇଁ ପ୍ରସ୍ତୁତ ରନୱେ ଓ ଟର୍ମିନାଲ । କିଛି ସମୟ ପରେ ମାଲକାନାଗିରି ବିମାନ ବନ୍ଦରରେ ବିମାନର ଟ୍ରାଏଲ ରନ୍ କରାଯିବ । ଆସନ୍ତା ସପ୍ତାହରେ ନୂଆ ବିମାନ ବନ୍ଦରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏସମ୍ପର୍କରେ ସୂଚନା ଦେଇଛନ୍ତି ମାନକାନାଗିରି ଜିଲ୍ଲାପାଳ ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ । ଟ୍ରାଏଲ ରନ୍ ପରେ ମୁଖ୍ୟମନ୍ତ୍ରୀ ଏୟାରପୋର୍ଟର ଶୁଭାରମ୍ଭ କରିବା ଦେଇ ତାରିଖ ସ୍ଥିର କରାଯିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *