ଖୁବଶୀଘ୍ର ହେବ ଇଭି ରେଜିଷ୍ଟ୍ରେସନ

ଖୁବଶୀଘ୍ର ହେବ ଇଭି ରେଜିଷ୍ଟ୍ରେସନ

ଖୁବଶୀଘ୍ର 6 ପ୍ରତିଶତ ଥିବା ଇଲେକ୍ଟ୍ରି ଗାଡି 25 ପ୍ରତିଶତ ରେଜିଷ୍ଟ୍ରେସନ ହେବ । ଇଭି ପାଇଁ ରାଜ୍ୟ ସରକାରଙ୍କ ରହିଛି ଅନେକ ଯୋଜନା । ରାସ୍ତାରେ ରହିବ ଇଭି ଚାର୍ଜିଂ ଷ୍ଟେସନ୍ । କଟକ, ଭୁବନେଶ୍ୱର, ରାଉରକେଲା ଭଳି ସହରରେ ଇଭି ଚାର୍ଜିଂ ହବ୍ ହେବ । ଏଥିପାଇଁ ପରିବହନ ବିଭାଗ ନୂଆ ଇଭି ଚାର୍ଜିଂ ପଲିସି ଆଣିବାକୁ ଯାଉଛି । ଏଣିକି ଇଭି ଗାଡିରେ ସବସିଡି ମଧ୍ୟ ମିଳିପାରିବ । ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା, ୩ ଚକିଆରେ ୧୦ ହଜାର ଓ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *