ଗଜୋଦ୍ଧାରଣ ବେଶରେ ସଜେଇ ହେବେ ମହାପ୍ରଭୁ

ଗଜୋଦ୍ଧାରଣ ବେଶରେ ସଜେଇ ହେବେ ମହାପ୍ରଭୁ

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜୋଦ୍ଧାରଣ ବେଶ । ମାଘ ପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କ ଏହି ବେଶରେ ସଜେଇ ହେବେ । ମହାପ୍ରଭୁ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିବେ । ଗରୁଡ ଉପରେ ବସିବା ଢଙ୍ଗିରେ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଠାକୁରଙ୍କ ସମୀପରେ ଦୁଇଟି ହାତୀ ଶୁଣ୍ଢରେ ପଦ୍ମକଢ ଧରି ଦଣ୍ଡାୟମାନ ହୋଇଥିବେ । ଅପରାହ୍ନରେ ଠାକୁରଙ୍କ ଏହି ବେଶ ପ୍ରସ୍ତୁତି ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ବେଶ ଆରମ୍ଭ ହେବ ।

author

Related Articles

Leave a Reply

Your email address will not be published. Required fields are marked *