ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ ଗାଁ ଗାଁରେ ବିଜେପି କରୁଛି କର୍ମୀ ସମ୍ମିଳନୀ ଓ ମିଶ୍ରଣପର୍ବ । କଟକ ଜିଲ୍ଲା ନିଆଳି ବ୍ଲକ ରାଣିଓଳା ପଞ୍ଚାୟତରେ ନିଆଳି ବିଜେପି ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ନିଆଳିର ବିଜେପି ନେତା ଛବି ମଲ୍ଲିକଙ୍କ ନେତୁତ୍ୱରେ ଏକ ଶୋଭାଯାତ୍ରା ତଣ୍ଡିକଣା ବିଜ୍ର ନିକଟରୁ ବାହାରି ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ଏହାପରେ ବରିସଣ ପଡିଆରେ ବିଜେପିର ମିଶ୍ରଣ ପର୍ବ ହୋଇଥିଲା । ମିଶ୍ରଣ ପର୍ବରେ ଶତାଧିକ ଲୋକେ ବିଜେପିରେ ସାମିଲ ହୋଇଥିଲେ । ଏଥିରେ ରାଜ୍ୟ ସଭାପତି ମନମୋହନ ସାମଲ, ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଏବଂ ବହୁ ବିଜେପି ନେତା ଉପସ୍ଥିତ ରହିଥିଲେ ।
You can share this post!
author
Related Articles
ଚିନ୍ତାରେ ବିଜେପି,ନବୀନଙ୍କ କଥାରେ ହଁ ମାରିବେ ରାହୁଲ
- September 28, 2024
ମୁହଁ ଖୋଲିଲେ ବଦ୍ରି …ନବୀନଙ୍କୁ କହିଦେଲେ ବଡ କଥା !
- September 28, 2024
ପ୍ରତିଦିନ ଚକୋଲେଟ ଖାଇଲେ କଣ ମିଳିବ ଫାଇଦା ?
- September 28, 2024