ଗିରଫ ହେଲେ ଆଇଏସଆଇର ଭାରତ ମୁଖ୍ୟ

ଗିରଫ ହେଲେ ଆଇଏସଆଇର ଭାରତ ମୁଖ୍ୟ

ଆଇଏସଆଇସ ଆତଙ୍କବାଦୀ ସଂଗଠନର ଭାରତ ମୁଖ୍ୟ ଗିରଫ । ଆସାମରୁ ଗିରଫ କରିଛି ଏସଟିଏଫ । ହାରିସ ଫାରୁକି ଓ ତାର ସହଯୋଗୀକୁ ଗିରଫ କରାଯାଇଛି । ହାରିସ ଫାରୁକି ଓ ତା ସହଯୋଗୀ ରେହାନକୁ ବାଂଲାଦେଶ ସୀମା ଦେଇ ଭାରତରେ ଅନୁପ୍ରବେଶ ଉଦ୍ୟମ କରିବା ବେଳେ ଧରାପଡିଛନ୍ତି । ଗୁଇନ୍ଦା ସୂଚନା ମିଳିବା ପରେ ଆସାମ ଏସଟିଏଫ ଚଢ଼ାଉ ଦୁଇ ଆତଙ୍କବଦୀଙ୍କୁ କାବୁ କରିଥିଲେ ।  ଆସାମର ଧୁବରି ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାରୁ ଗିରଫ କରିବା ପରେ ଦୁଇ ଆତଙ୍କବାଦୀଙ୍କୁ ଗୌହାଟି ସ୍ଥିତ ଏସଟିଏଫ କାର୍ଯ୍ୟାଳୟକୁ ଅଣାଯାଇଛି । ଏସଟିଏଫ୍ ଦୁଇ ଜଣଙ୍କ ପଚରା ଉଚରା କରିବା ପରେ ଏନଆଇଏକୁ ହସ୍ତାନ୍ତର କରିବ ବୋଲି ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *