ଗୁଗଲ ବାଦଶାହ ବିରାଟ କୋହଲି

ଗୁଗଲ ବାଦଶାହ ବିରାଟ କୋହଲି

ଗୁଗଲ ବାଦଶାହ ବିରାଟ କୋହଲି । ୨୦୨୩ରେ ଗୁଗୁଲର ଅଲ ଟାଇମ୍ ମୋଷ୍ଟ ସର୍ଚ୍ଚ ଭିଡିଓରେ ସବୁଠାରୁ ଆଗରେ ରହିଛନ୍ତି ବିରାଟ । ୨୦୨୩ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଗୁଗୁଲ ଚଳିତବର୍ଷର ସବୁଠାରୁ ଅଧିକ ଆଲୋଚନା କରାଯାଇଥିବା ବିଷୟବସ୍ତୁକୁ ନେଇ ଏକ ଭିଡିଓ ପ୍ରସ୍ତୁତ କରିଛି ।ଯେଉଁଥିରେ ଶାର୍ଷରେ ରହିଛନ୍ତି କ୍ରିକେଟର ବିରାଟ କୋହଲି । ଏହି ଭିଡିଓରେ ବିଭିନ୍ନ ବର୍ଗର ସବାଧିକ ସର୍ଚ୍ଚ କରାଯାଇଥିବା କ୍ରିକେଟର ତାଲିକାରେ ଆଗରେ ରହିଛନ୍ତି ବିରାଟ । ବିଶ୍ୱକପରେ ସଚ୍ଚିନଙ୍କ ରେକର୍ଡ ଭାଙ୍ଗିବା ପରେ ଦିନିକିଆ ଶତକ ହାସଲକରି ବିଶ୍ୱ ରେକର୍ଡ କରିଛନ୍ତି ବିରାଟ । ତେବେ ୨୦୨୩ ବିରାଟଙ୍କ କ୍ୟାରିୟରରେ ଏକ ଛାପ ସୃଷ୍ଟି କରିଥିବା ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *