ଆରମ୍ଭ ହୋଇଗଲାଣି ଶୀତ ଋତୁ । କିନ୍ତୁ ଶୀତ ଋତୁରେ ଅଦିନିଆ ବର୍ଷା ଲୋକଙ୍କୁ ଭୟଭୀତ କରାଉଛି । ଗୁଜୁରାଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଗୁଜୁରାଟର ବଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ସାଙ୍ଗକୁ ବଜ୍ରଘାତ ହେବା ଫଳରେ 14ଜଣଙ୍କ ଜୀବନ ଯାଇଛି । ରବିବାର ଦିନ ସାରା ରାଜ୍ୟରେ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଥିଲା । ଶୀତ ଦିନ ଆରମ୍ଭ ହେଉ ହେଉ ପଶ୍ଚିମ ଉପକୂଳ ରାଜ୍ୟ ଗୁଜୁରାଟରେ ହଠାତ ମୌସୁମୀ ସକ୍ରିୟ ହୋଇଥିଲା । ଯାହାଫଳରେ ଅଦିନିଆ ବର୍ଷା ଓ ବଜ୍ରପାତ ହୋଇଥିଲା ।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
