ସବୁଜ ଫିଙ୍ଗିଲେ ଗେରୁଆ ପିନ୍ଧିଲେ କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି
ବିଜେପିରେ ସାମିଲ ହେଲେ ଅଭିନେତା ଅନୁଭବ ମହାନ୍ତି
ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ସେ ପଦ୍ମ ଧରିଛନ୍ତି
ଦୁଇ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ ଅନୁଭବ
ଇସ୍ତଫା ଦେବା ପରେ ଅନୁଭବ କେଉଁ ଦଳକୁ ଯିବେ ତାକୁ ନେଇ ସସପେନ୍ସ ଲାଗି ରହିଥିଲା
ସବୁ ଚର୍ଚ୍ଚାର ଅନ୍ତ ଘଟାଇ ପଦ୍ମ ଧରିଛନ୍ତି ଅନୁଭବ