ଗୋପାଳପୁର ରେ ଆଜି ଭୋର୍ ପ୍ରାୟ ୪ ଟା ବେଳେ ସମୁଦ୍ରକୁ ମାଛ ମାରିବାକୁ ଯାଉଥିବା ବେଳେ ବଡ ଲହଡ଼ା ରେ ଡଙ୍ଗା ଉଲଟି ଜଣେ ମୃତ ୨ ଜଣ ବର୍ତ୍ତି ଯାଇଛନ୍ତି। ମୃତ ଜଣକ ହେଲେ ବି.ବୈରାଗୀ ବୟସ ୬୩ ଜଣାପଡିଛି। ଆଜି ଭୋର୍ ପ୍ରାୟ ସାଢେ଼ ୪ଟା ବେଳେ ବି.ବୈରାଗୀ,ଏମ. ବାଲରlଜୁ ଓ ଏମ.ସିମୁଡୁ ମାଛ ମାରିବାକୁ ଯାଉଥିବା ବେଳେ ଏକ ବଡ ଲହଡ଼ି ରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ବେଳେ ୨ ଜଣ ଡେଇଁ ପଡ଼ିଥିବା ବେଳେ ବୈରାଗୀ ଉପରେ ପଡ଼ିଯାଇଥିଲା।ସେ ଗୁରୁତର ହେବାରୁ ତାକୁ ବ୍ରହ୍ମପୁର ବଡ ମେଡ଼ିକାଲ ନେଇଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିବା ପତ୍ନୀ ବି. ଗାରମ୍ମା ଗୋପାଳପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।
You can share this post!
author
Related Articles
ତେଜିବାରେ ଲାଗିଛି ବରଗଡ ରାଜନୀତି…
- February 9, 2026
ଦୁଇ ମୋହନଙ୍କ ପାଇଁ ଭାଙ୍ଗିବ ବିଜେପି !
- February 9, 2026
ବିଦ୍ୟୁତ କର୍ମଚାରୀଙ୍କ ଆନ୍ଦୋଳନ …
- February 9, 2026
