ଗ୍ୟାଙ୍ଗଷ୍ଟାର ବରକୁ ଲେଡି ଡନ୍ କନିଆ

ଗ୍ୟାଙ୍ଗଷ୍ଟାର ବରକୁ ଲେଡି ଡନ୍ କନିଆ

ଗ୍ୟାଙ୍ଗଷ୍ଟାର ବରକୁ ଲେଡି ଡନ୍ କନିଆ । ଦିଲ୍ଲୀରେ ଦୁଇ ଗ୍ୟାଙ୍ଗଷ୍ଟାରଙ୍କ ବିବାହକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଛି । ଦିଲ୍ଲୀର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସନ୍ଦୀପ ଓରଫ କାଲା ଜଥେଡି ଏବଂ ଲେଡି ଡନ୍ ଅନୁରାଧା ଚୌଧୁରୀ ଓରଫ୍ ମ୍ୟାଡାମ୍ ମିଂଜ୍ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦିଲ୍ଲୀ ଦ୍ୱାରକା ସ୍ଥିତ ସନ୍ତୋଷ ଗାର୍ଡେନରେ ମଙ୍ଗଳବାର ବିବାହ କରିଛନ୍ତି ଏହି ଦୁଇ ଗ୍ୟାଙ୍ଗଷ୍ଟାର । ତେବେ ଏହି ଗ୍ୟାଙ୍ଗଷ୍ଟାର ବିବାହ ପାଇଁ ଦିଲ୍ଲୀ ଦ୍ୱାରକା ଅଞ୍ଚଳରେ ପୋଲିସ ଛାଉଣୀ ଦେଖିବାକୁ ମିଳିଥିଲା । ଏହି ବିବାହ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଦିଲ୍ଲୀ ପୋଲିସ । ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା ଦିଲ୍ଲୀ ପୋଲିସ୍ । ଯାହା ଏବେ ସବୁଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛିା

author

Related Articles

Leave a Reply

Your email address will not be published. Required fields are marked *