ଘସିପୁରାରେ ଜମୁଛି ସୌମ୍ୟଙ୍କ ପ୍ରଚାର

ଘସିପୁରାରେ ଜମୁଛି ସୌମ୍ୟଙ୍କ ପ୍ରଚାର

ନିର୍ବାଚନ ପାଇଁ ସବୁଠି ଉତ୍ସାହର ମାହୋଲ । ଭୋଟ ଦିନ ପାଖେଇ ଆସୁଥିବାରୁ ସବୁଠି ପ୍ରଚାର ମଇଦାନ ସରଗରମ ରହିଛିା ଦଳୀୟ ପ୍ରାର୍ଥୀଙ୍କ ପରି ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାରକୁ ଜୋରଦାର ରଖିଛନ୍ତି । ଘସିପୁରା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକ । ଗୋହିରା ପଞ୍ଚାୟତ କୁମୁଣିଆ ଗାଁରେ ଶହ ଶହ ସମର୍ଥକଙ୍କ ସହ ପଦ ଯାତ୍ରା କରିଛନ୍ତି । ଲୋକଙ୍କ ନିକଟକୁ ଯାଇ ସେମାନଙ୍କ ସମସ୍ୟା ପଚାରି ବୁଝିବା ସହ ଲୋକ ସମ୍ପର୍କ ବଢାଇଛନ୍ତି । ଏହାପରେ ଏକ ଜନସଭାକୁ ସେମ୍ବୋଧିତ କରିବା ସହ ପ୍ରତ୍ୟେକ ନାଗରିକଙ୍କୁ ଧର୍ମଯୁଦ୍ଧରେ ସାମିଲ ହୋଇ ଭୋଟ ଦେବାକୁ ଅପିଲ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *