ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ବଢିଲା ଚର୍ଚ୍ଚା । ମୋଦୀଙ୍କ ସାକ୍ଷାତକାର ନେଲେ ମାଇକ୍ରୋସପ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ । ବିଜ୍ଞାନ, ସ୍ୱାସ୍ଥ୍ୟ, ଜଳବାୟୁ ପରିବର୍ତନ, ଏଆଇ, ଡିଜିଟାଲ ପେମେଣ୍ଟ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ଓ ବିଲ୍ ଗେଟ୍ସ । ଶିକ୍ଷା ସମ୍ପର୍କିତ ବିଷୟ ଉପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ଆଲୋଚନା କରାଯାଇଛି । ଦ୍ରୁତ ଗତିରେ ଏଆଇର ଗୁରୁତ୍ୱ ବଢି ଚାଲିଛି । ସର୍ବଶ୍ରେଷ୍ଠ ଶିକ୍ଷାଦାନ ଉପରେ କାମ ଚାଲିଛି । କୃଷି କ୍ଷେତ୍ରରେ ବଡ଼ ଧରଣର ବିପ୍ଳବ ଆସିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ମୋଦୀ କହିଛନ୍ତି, ଏବେ ଗାଁରେ ଡିଜିଟାଲ ସୁବିଧା ପହଞ୍ଚିଛି । କରୋନା ସମୟରେ ଲୋକଙ୍କ ସହଯୋଗ ମିଳିଛି । ଏହିପରି ଅନେକ କଥା ଉପରେ ନିଜର ମନ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

author

Related Articles

Leave a Reply

Your email address will not be published. Required fields are marked *