ଚାଷୀଙ୍କୁ ମିଳିବ ଦେଢଲକ୍ଷ ପର୍ଯ୍ୟନ୍ତ  ଋଣ..

ଚାଷୀଙ୍କୁ ମିଳିବ ଦେଢଲକ୍ଷ ପର୍ଯ୍ୟନ୍ତ  ଋଣ..

ରାଜ୍ୟରେ ନିର୍ବାଚନର ମାହୋଲ ଜାରି ରହିଥିବାବେଳେ ବିଭିନ୍ନ ରାଜନୈତିକ ଦଳ କିଛି ନୂଆ ନୂଆ ସ୍କିମ ସାମ୍ନାକୁ ଆଣୁଛନ୍ତି । ସେହିପରି ଚାଷୀ ଭାଇମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଚଳିତ ନିର୍ବାଚନରେ ଯଦି ପୁଣଇଥରେ ବିଜେଡି ସରକାର ଗଠିତ ହୁଏ ତେବେ ରାଜ୍ୟର ଚାଷୀ ମାନଙ୍କୁ ଏସବୁ ସୁବିଧା ଉପଲବ୍ଧ କରାଯିବ । ରାଜ୍ୟର ସମସ୍ତ ଚାଷୀଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ପ୍ରଦାନ କରାଯିବ । ଏହାସହ ଚାଷୀମାନେ ଯେତେବେଳେ ଝିଅ ବାହାଘର କରିବେ ସେତେବେଳେ ରାଜ୍ୟ ସରକାରଙ୍କ ତରଫରୁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯିବ । କେବଳ ସେତିକି ନୁହେଁ ଚାଷୀମାନେ ସେମାନଙ୍କ ଫସଲ ବିକ୍ରି କରିବାକୁ ଯାଉଛନ୍ତି ସେତେବେଳେ ହନ୍ତସନ୍ତ ହେଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *