ଚିନ୍ତାରେ ପାରାଦୀପ ବିଧାୟକ !

ଚିନ୍ତାରେ ପାରାଦୀପ ବିଧାୟକ !

ସାଧାରଣ ନିର୍ବାଚନ ପୂର୍ବରୁ ଚାଲିଛି ନେତା ମନ୍ତ୍ରୀଙ୍କ ଦଳ ଡିଆଁ ପର୍ବ । ବର୍ତ୍ତମାନ ବିଜେଡିରେ ସାମିଲ ହୋଇଛନ୍ତି କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନୀଦୀପା ସର୍ଖେଲ । ଯାହାକୁ ନେଇ ଚିନ୍ତାରେ ରାଉତ ପରିବାର । ହଁ ଦର୍ଶକବନ୍ଧୁ ଦୀର୍ଘ ବର୍ଷ ହେବ ପାରାଦୀପରେ ଚାଲିଆସୁଛି ରାଉତ ପରିବାରର ଶାସନ । ପ୍ରଥମେ ଦାମୋଦର ରାଉତ ଏହାପରେ ତାଙ୍କ ପୁଅ ସମ୍ୱିତ ରାଉତରାୟ ପାରାଦୀପରେ ନିଜର ଗଡ ରଖି ଆସୁଛନ୍ତି । ହେଲେ ରାଜନୀତିରେ ଘଡିକୁ ଘୋଡା ଛୁଟିଥାଏ । ଆଗାମୀ ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀକୁ ନେଇ ବିଜେଡିରେ ଦ୍ୱନ୍ଦ ଦେଖାଗଲାଣି । କାହାକୁ ଟିକେଟ ଦେବେ ବିଜେଡି ସୁପ୍ରିମୋ ମୋନିଦୀପା ନା ସମ୍ୱିତ କିଏ ଜିତିବେ ସୁପ୍ରିମୋଙ୍କ ମନ ତାହା ଦେଖିବାକୁ ବାକି ।

author

Related Articles

Leave a Reply

Your email address will not be published. Required fields are marked *