ଚିଲିକାରେ ଚାଲିଛି ଡଲଫିନ ଗଣନା ; ୧୮ଟି ଟିମ୍ ସାମିଲ

ଚିଲିକାରେ ଚାଲିଛି ଡଲଫିନ ଗଣନା ; ୧୮ଟି ଟିମ୍ ସାମିଲ

ଆଜି ଚିଲିକାରେ ହେଉଛି ଡଲଫିନ ଗଣନା। ସକାଳ ୬ଟାରେ ଆରମ୍ଭ ହୋଇଛି ଗଣତି । ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି। ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି। ଭିଡିଓଗ୍ରାଫି, ଫୋଟୋଗ୍ରାଫି, ବାଇନାକୁଲର ଏବଂ ଜିପିଏସ ବ୍ୟବହାର କରି ଗଣନା କରାଯାଉଛି। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *