ଚେକ୍ ପୋଷ୍ଟ ନିକଟରୁ ୮ କୋଟି ଟଙ୍କା ଜବତ….

ଚେକ୍ ପୋଷ୍ଟ ନିକଟରୁ ୮ କୋଟି ଟଙ୍କା ଜବତ….

 ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲା ଗରିକାପାଡୁ ଚେକ୍ ପୋଷ୍ଟ ନିକଟରୁ ୮ କୋଟି ଟଙ୍କା ଜବତ ହୋଇଛି । ନିର୍ବାଚନ ବେଳେ ଜବତ ହେଲା ପୁଳାପୁଳା ଟଙ୍କା | ଏହି ଟଙ୍କା ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିବା ଜଣାପଡ଼ିଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ |

author

Related Articles

Leave a Reply

Your email address will not be published. Required fields are marked *