ଚେତାଶିଖିଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ଚେତାଶିଖିଲା ଭାରତୀୟ ଷ୍ଟେଟ ବ୍ୟାଙ୍କ

ବୁଦ୍ଧିଶିଖିଲା ଭାରତୀୟ ଷ୍ଟେଟ ବ୍ୟାଙ୍କ । ସୁପ୍ରିମକୋର୍ଟଙ୍କ କଡ଼ା ସମାଲୋଚନାର ଦିନକ ପରେ ଏସବିଆଇ ସମସ୍ତ ଇଲେକ୍ଟୋରାଲ ବଣ୍ଡର ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିଛି । ଏହି ତଥ୍ୟକୁ ଆସନ୍ତା ୧୫ତାରିଖ ସୁଦ୍ଧା ମୁଖ୍ୟ ନିର୍ବାଚନ କମିସନ ନିଜ ୱେବସାଇଟରେ ଅପଲୋଡ କରି ସାର୍ବଜନୀନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତଙ୍କ ତାଗିଦ ପରେ ନିର୍ବାଚନ କମିଶନଙ୍କ ପାଖରେ ନିର୍ବାଚନୀ ବଣ୍ଡ ସଂପର୍କୀୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟାବଳୀ । ତେବେ ଏହା ଏକ ଗୁପ୍ତ ପ୍ରକ୍ରିୟା, ସମସ୍ତ ତଥ୍ୟ ଦାଖଲ କରିବାକୁ ୪ ମାସ ସମୟ ଲାଗିବ ବୋଲି କୋର୍ଟଙ୍କୁ ଏସବିଆଇ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲଭେ କହିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *