ଛତିଶଗଡରେ ମାଓବାଦୀ ଆତଙ୍କ

ଛତିଶଗଡରେ ମାଓବାଦୀ ଆତଙ୍କ

ବିଜେପି ନେତାଙ୍କୁ ହତ୍ୟା । ଛତିଶଗଡର ବିଜାପୁରରେ ବିଜେପି ନେତାଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ ।  ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତୋୟନାର ଅଞ୍ଚଳରେ ବିଜେପି ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ତିରୁପତି କଟଲାଙ୍କୁ ଅଟକାଇଥିଲେ ମାଓବାଦୀ । ପରେ ଟାଙ୍ଗିଆ ଓ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରାଯାଇଛି । ଏହି ବର୍ବରକାଣ୍ଡ ପରେ ଛତିଶଗଡ଼ରେ ପୁଣି ମାଓବାଦୀଙ୍କୁ ନେଇ ଆତଙ୍କିତ ଅବସ୍ଥାରେ ଅଛନ୍ତି ଲୋକେ ।  ଏହାର ତଦନ୍ତ କରୁଛି ପୋଲିସ ।

author

Related Articles

Leave a Reply

Your email address will not be published. Required fields are marked *