ଜନଜାତି ସମ୍ୱିଧାନ ସଂଶୋଧନ ଉପରେ ମତ ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ଜନଜାତି ସମ୍ୱିଧାନ ସଂଶୋଧନ ଉପରେ ମତ ରଖିଲେ ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟସଭାରେ ଅନୁସୂଚିତ ଜାତି ଓ ଜନଜାତି ସମ୍ୱିଧାନ ଓ ସଂଶୋଧନ ବିଲ ଉପରେ ମତ ରଖିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ୪ଟି ବିଶେଷରୂପ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ସହ ୧୫ଟି ଜନଜାତି ସମୁଦାୟରେ ୫୦ରୁ ଊଦ୍ଧ୍ୱର୍ ଉପଜାତିଙ୍କୁ ତାଲିକାରେ ସାମିଲ କରାଯାଇଛି । ଯେଉଁମାନେ ଦୀର୍ଘ ୭୫ ବର୍ଷରୁ ନିଜର ସାମ୍ବିଧାନିକ ଅଧିକାରରୁ ବଂଚିତ ଥିଲେ, ସେମାନଙ୍କୁ ମୋଦୀ ସରକାରରେ ସୁରକ୍ଷା ସହ ଅଧିକାର ପ୍ରଦାନ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଓଡ଼ିଶା ତରଫରୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଜନଜାତିଙ୍କ ସାମ୍ବିଧାନିକ ଅନୁମୋଦନ ଅଧିକାର ସହ ସାଲିସ କରିବାର ଅଧିକାର ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *