ଚାଲାଣ ବେଳେ ଜବତ ହେଲେ 351ଟି ବିରଳ କଇଁଛ । କଟକର ମଙ୍ଗୁଳି ଟୋଲ ପ୍ଲାଜା ନିକଟରୁ ବିରଳ କଇଁଛ ଗୁଡିକୁ ଜବତ କରାଯାଇଛି । ଏକ କାର ଯୋଗେ ଏହି କଇଁଛ ସବୁ ଚାଲାଣ ହେଉଥିଲା । ଉଦ୍ଧାର କଇଁଛକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । କଇଁଛ ଚାଲାଣ ପଛରେ ଆଉ କିଏ କିଏ ସମ୍ପୃକ୍ତ ? ଏହା ପଛରେ ରାକେଟ୍ କାମ କରୁଛି କି ନାହିଁ ତାର ତଦନ୍ତ ଚାଲିଛି । ଗିରଫ ୩ ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରାଯିବ ।
You can share this post!
author
Related Articles
ହ୍ବାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଚେତାବନୀ !
- February 4, 2026
ସ୍କୁଲରେ ମାଗଣା ସାନିଟାରୀ ପ୍ୟାଡ ବାଧ୍ୟତାମୂଳକ …
- January 31, 2026
