ଜମୁଛି ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଚାର

ଜମୁଛି ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଚାର

ନିର୍ବାଚନକୁ ଦିନ କେଇଟା ବାକି ଥିବା ବେଳେ ନେତା ମନ୍ତ୍ରୀ ମାନେ ନିଜ ନିଜ ଅଞ୍ଚଳରେ ପ୍ରଚାର ପ୍ରସାର ଆରମ୍ଭ କରି ସାରିଲେଣି । ବୁଲି ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ସମର୍ଥକ ମାନଙ୍କ ପାର୍କରେ ବେଶ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ଭୁବନେଶ୍ୱର ବିଜେପି ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ଆଜି ସକାଳେ ନିଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ପାର୍କରେ ଜନସମ୍ପର୍କ ପଦଯାତ୍ରା କରିଛନ୍ତି । ସମର୍ଥକଙ୍କ ସହ ପାର୍କରେ ପହଞ୍ଚି ଭୋଟ୍ ମାଗିଥିଲେ ପ୍ରିୟଦର୍ଶୀ ମିଶ୍ର । ଡବଲ ଇଞ୍ଜିନ୍ ସରକାର ପାଇଁ ଲୋକଙ୍କୁ ନିବେଦନ କରିଥିଲେ । ଦେଶ ସହ ରାଜ୍ୟରେ ମୋଦୀ ଲହର ପାଇଁ ଲୋକଙ୍କୁ କହିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *