ଜଳପ୍ରପାତ ରେ ଯୁବକ ପାଣି ରେ ବୁଡି ଯୁବକ ନିଖୋଜ

ଜଳପ୍ରପାତ ରେ ଯୁବକ ପାଣି ରେ ବୁଡି ଯୁବକ ନିଖୋଜ

ଢ଼େଙ୍କାନାଳ:

ଗତକାଲି ଧର୍ମଗଡ ସହର ର ୪ ସାଙ୍ଗ କୋକସରା ବ୍ଲକ ରେ ଥିବା ପର୍ଯ୍ୟଟନ ସ୍ଥଳୀ ଡୋକାରିଚଞ୍ଚରା କୁ ବୁଲିବାକୁ ଯାଇ ଡୋକାରୀ ଦର ଜଳପ୍ରପାତ ରେ ଗାଧେଇବା ସମୟରେ ଜଣେ ସାଙ୍ଗ ଅମନ ଅଗ୍ରୱାଲ ପାଣି ରେ ବୁଡି ନିଖୋଜ ହୋଇଥିବା ବେଳେ ଖବର ପାଇ ଆମପାଣି ପୋଲିସ ଓ ଦମକଲ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ କରିଥିଲେ ମଧ୍ୟ ବିଫଳ ହୋଇଥିଲେ…. ଆଜି ସକାଳୁ ଭବାନୀପାଟଣା ଓ କୋକସରା ଦମକଲ ଟିମ ଆସି ପୁଣିଥରେ ଜଳପ୍ରପାତ ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦିର୍ଘ ୧୮ ଘଣ୍ଟା ପରେ ଉଦ୍ଧାର ହୋଇଛି ଯୁବକ ଙ୍କ ମୃତଦେହ…. ପରେ କୋକସରା ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ଶବ ଅଣାଯାଇଛି… ଘଟଣାସ୍ଥଳରେ ଧର୍ମଗଡ ଉପ ଜିଲ୍ଲାପାଳ କୋକସରା ବ୍ଲକ ପ୍ରଶାସନ ଅଧିକାରୀ ମାନେ ଉପସ୍ଥିତ ରହି ଥିଲେ।

author

Related Articles

Leave a Reply

Your email address will not be published. Required fields are marked *