ଜାପାନରେ ଭୂକମ୍ପ ପରେ ସୁନାମୀର ଚେତାବନୀ

ଜାପାନରେ ଭୂକମ୍ପ ପରେ ସୁନାମୀର ଚେତାବନୀ

ଜାପାନରେ ଭୟଙ୍କର ଭୂକମ୍ପ । ପଶ୍ଚିମ ଜାପାନରେ ଏହି ଶକ୍ତିଶାଳୀ ଭୂମିକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୪ ରହିଛି । ଶକ୍ତିଶାଳୀ ଭୂମିକମ୍ପ ପରେ ପୁଣିଥରେ ସୁନାମୀ ଚେତାବନୀ ଦିଆଯାଇଛି । ଜାପାନ ମୌସୁମୀ ବିଭାଗ ଅନୁସାରେ ସୁନାମୀ ପାଇଁ ସମୁଦ୍ର ଲହରି ୫ ମିଟର ଉପରକୁ ଉଠିପାରେ । ତେଣୁ ଲୋକଙ୍କୁ ସତର୍କ ରହିବା ସହ ଉଚ୍ଚ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *