ଜାମ୍ମୁରେ ଗୁଳିକାଣ୍ଡରେ 4 ଭାରତୀୟ ଯବାନ ସହୀଦ,ଜଣେ ଆତଙ୍କବାଦୀ ନିହତ

ଜାମ୍ମୁରେ ଗୁଳିକାଣ୍ଡରେ 4 ଭାରତୀୟ ଯବାନ ସହୀଦ,ଜଣେ ଆତଙ୍କବାଦୀ ନିହତ

ଜାମ୍ମୁ କାଶ୍ମୀରର ରାଜୌରୀ ଅଞ୍ଚଳରେ ଲୁଚି ରହିଥିଲେ କିଛି ଆତଙ୍କୀ । ଖବର ପାଇବା ପରେ ଭାରତୀୟ ସେନା ପକ୍ଷରୁ ଆତଙ୍କୀ ମାନଙ୍କ ଆଡ୍ଡା ଉପରକୁ ଗୁଳିମାଡ କରାଯାଇଥିଲା । ଏହି ଗୁଳିମାଡରେ ଭାରତୀୟ ସେନାର ଦୁଇ ଅଧିକାରୀଙ୍କ ସହ 4 ଜଣ ସହୀଦ ହୋଇଛନ୍ତି । ଜଣେ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ସହୀଦ ହୋଇଛନ୍ତି । ଧରାମସାଲର ବାଜିମାଲ ଅଞ୍ଚଳରେ ଭାରତୀୟ ସେନା ଓ ଜମ୍ମୁ ପୋଲିସର ମିଳିତ ଅପରେସନ ଜାରି ରହିଛି । ଏହା ପୂର୍ବରୁ ୧୮ତାରିଖରେ ରଜୌରୀ ଠାରେ ସର୍ଚ୍ଚ ଅପରେସନ କରି ଭାରତୀୟ ଯବାନ ୫ଆତଙ୍କୀଙ୍କୁ ନିପାତ କରିଥିଲେ ।

author

Related Articles

Leave a Reply

Your email address will not be published. Required fields are marked *