ଜିତିବା ଭୟରେ ମୋ ନାଁକୁ କାଟିଦେଲେ

ଜିତିବା ଭୟରେ ମୋ ନାଁକୁ କାଟିଦେଲେ

ଯେଉଁଠି କି ଯାଏ ଛାତ୍ରଙ୍କ ସମସ୍ୟାକୁ ଗୁରୁତ୍ବ ଦିଏ। କଳେ ବଳେ କୌଶଳେ ସେ କାର୍ଯ୍ୟଟିକୁ ସଫଳ କରିବାକୁ ଜି ଯାନ ଲଗାଇଦିଏ। ଅର୍ଥବଳ କି ବାହୁବଳକୁ ଡରେ ନାହିଁ ଲୋକଙ୍କ ପାଇଁ ଆସିଛି ଲୋକଙ୍କ ସେବା ମରିବା ଯାଏଁ କରିଚାଲୁଥିବି। ଯେଉଁଠି କୌଣସି ମହାବିଦ୍ୟାଳୟ ବା ବିଶ୍ଵବିଦ୍ୟାଳୟକୁ ଯାଇଛନ୍ତି କଲେଜ ପରିସରର ଉନ୍ନତି ଓ ବିକାଶ କରିଛି। ଅନେକ ଲୋକ ବିରୋଧ କରନ୍ତି ମାରିବାକୁ ଧମକ ଦେଇଛନ୍ତି କିନ୍ତୁ ମୁଁ ପଛଘୁଞ୍ଚା କେବେବି ଦେଇନାହିଁ ସେବା ପାଇଁ ଜିଁଇଛି ସେବା କରି ଦିନେ ହସି ହସି ଚାଲିଯିବି। ହଁ ଦର୍ଶକବନ୍ଧୁ ଆମେ କହୁଛୁ ଜଣେ ଛାତ୍ର ନେତା ମହେଶ ପ୍ରସାଦଙ୍କ କଥା। ପ୍ରଥମେ ବିଜେଵି କଲେଜରେ + 2 ବିଜ୍ଞାନ ବିଭାଗରେ ପାଠ ପଢିବା ସମୟରେ ପ୍ରଥମେ ଛାତ୍ର ରାଜନୀତିରେ ସାମିଲ୍ ହୋଇ ଜେନେରାଲ ସେକ୍ରାଟାରୀ ପଦରେ ବିଜୟୀ ଲାଭ କରିଥିଲେ ପରେ ସମାନ ଭାବରେ + 3 ପଡୁଥିବା ବେଳେ ସଭାପତି ଭାବେ ବିଜେବି କଲେଜରେ ବିଜୟ ଲାଭ କରିଥିଲେ। ଏହା ସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି କରିବା ସମୟରେ ମଧ୍ୟ ସଭାପତି ହୋଇ ଅନେକ କାମ କରିଛନ୍ତି । କେବଳ କଲେଜ କାହିଁକି ଆଖପାଖ ଗାଆଁ ର ସମସ୍ୟା ଆସିଲେ ଧାଇଁ ଯାଆନ୍ତି ସମାଧାନ କରିବା ପାଇଁ ନିଜ ଜେଜେଙ୍କ ନାଁରେ କରିଥିବା ଏକ ଏନଜିଓ ସଂସ୍ଥା ସାଧୁ ଟ୍ରଷ୍ଟ ମାଧ୍ୟମରେ ଲୋକଙ୍କ ଅନେକ ସମସ୍ୟାକୁ ସେ ଗୋଟାଏ ଚୁଟକିରେ ସମାଧାନ କରିଛନ୍ତି । ଆଗକୁ ଲକ୍ଷ୍ୟ ରଖିଛନ୍ତି ଯେ ଯଦି ରାଜନୀତି କୁଚକ୍ରାନ୍ତକାରୀ ବା ବିରୋଧି ମତେ ରାଜନୀତିରେ ବାଧା ସୃଷ୍ଟି କଲେ ମୁଁ ରାଜନୀତିକ କ୍ଷେତ୍ରରେ ପ୍ରବେଶ ନକରିପାରେ ସତ୍ କିନ୍ତୁ ଲୋକଙ୍କ ସେବା ରେ ମତେ କେହି ରୋକିପାରିବେ ନାହିଁ । ଖାଲି ସେତିକ ନୁହେଁ ଗଣ ମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିବାକୁ ଯାଇ କହିଛନ୍ତି ଯେ ଯଦି କୌଣସି ବିପିଏଲ କାର୍ଡ ଧାରୀଙ୍କ ସମସ୍ୟା ଥାଏ ଏବଂ ସଠିକ୍ ପ୍ରମାଣପତ୍ର ଥାଏ ତେବେ ସେ ମାଗଣାରେ କେଶ ଲଢିବା ସହ ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *