ଜୀବନ ବଞ୍ଚାଇବାକୁ ମାଓବାଦୀଙ୍କ ନୂଆ ପନ୍ଥା

ଜୀବନ ବଞ୍ଚାଇବାକୁ ମାଓବାଦୀଙ୍କ ନୂଆ ପନ୍ଥା

ସାମ୍ନାକୁ ଆସିଲା ମାଓବାଦୀଙ୍କ ନୂଆ ଚାଲ । ଜଙ୍ଗଲ ଭିତରେ ଏଣିକି ତାଙ୍କୁ ଠାବ କରିବା ପୋଲିସକୁ ମହଙ୍ଗା ପଡିପାରେ । ଜୀବନ ବଞ୍ଚେଇବା ପାଇଁ ନୂଆ ପନ୍ଥା ଆପଣେଇଛନ୍ତି ମାଓବାଦୀ । ବିଭିନ୍ନ ସ୍ଥାନରେ ହିଂସା ଘଟେଇବା ପୂର୍ବରୁ ମାଓବାଦୀ ଧରାପଡିଯାଉଛନ୍ତି । ଆଉ ଏହାକୁ ଲକ୍ଷ୍ୟ କରି ନୂଆ ପୋଷାକ ପିନ୍ଧିବାକୁ ଚାଲ କରିଛନ୍ତି । ଏହି ପୋଷାକଟି ଲମ୍ବାଘାସରେ ତିଆରି ହୋଇଛି । ଜଙ୍ଗଲ ଭିତରେ ବଢୁଥିବା ଏହି ଲମ୍ବା ଘାସକୁ ପୋଷାକ କରି ପିନ୍ଧୁଛନ୍ତି ମାଓବାଦୀ । ଛତିଶଗଡ ବିଜାପୁର ଅଞ୍ଚଳରେ ମାଓବାଦୀ ଏହିପରି ପୋଷାକ ପିନ୍ଧୁଥିବା ଦେଖିବାକୁ ମିଳିଛି । ଯାହାକୁ ସାଧାରଣତଃ ଖାଲି ଆଖିରେ ଦେଖିଲେ ଜଣାପଡିବ ନାହିଁ । କାରଣ ଯେକେହି ଦେଖିଲେ ସଂପୃକ୍ତ ମାଓବାଦୀ ଘାସ ବୁଦାର ଭ୍ରମ ସୃଷ୍ଟି କରିବ ।

author

Related Articles

Leave a Reply

Your email address will not be published. Required fields are marked *