ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା

ଏଣିକି 60ବର୍ଷ ପରେ ନୁହେଁ 50 ବର୍ଷ ପରେ ପାଇବେ ବାର୍ଦ୍ଧକ୍ୟ ଭତ୍ତା । ଏପରି କିଛି ନିଷ୍ପତ୍ତି ନେଇଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଏସସି,ଏସଟି,ଓବିସି ଓ ଆଦିବାସୀ ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ସେ କହିଛନ୍ତି କି ଖୁବଶୀଘ୍ର ଏହି ବର୍ଗର ଲୋକଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତାର ବୟସ ସୀମା କୋହଳ କରାଯିବ । ସେମାନଙ୍କୁ ୬୦ ବର୍ଷ ପରେ ନୁହେଁ ବରଂ ୫୦ ବର୍ଷ ପରେ ଏହି ପେନସନ୍ ଯୋଗାଇ ଦିଆଯିବ । ହେମନ୍ତ ସୋରେନ ସରକାରଙ୍କ ୪ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଞ୍ଚି ମୋରହାବାଦୀ ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି । ହେମନ୍ତ ସୋରେନ ସରକାରଙ୍କ ୪ ବର୍ଷ ପୂର୍ତ୍ତି ପାଳନ ଅବସରରେ ରାଞ୍ଚି ମୋରହାବାଦୀ ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *