ଝାଡଖଣ୍ଡ ରାଜନୀତିରେ ଝଡ

ଝାଡଖଣ୍ଡ ରାଜନୀତିରେ ଝଡ

ଝାଡଖଣ୍ଡରେ ସୃଷ୍ଟି ହୋଇଛି ଝଡ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ନିଜର ଅଭିଭାଷଣ ରଖିଛନ୍ତି । ତାଙ୍କ ସରକାରକୁ ଅସ୍ଥିର କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି । ଏପରି କହି ରାଜ୍ୟରେ ବିରୋଧୀ ବିଜେପିକୁ ଟାର୍ଗଟ କରିଛନ୍ତି ଚମ୍ପାଇ ସୋରେନ୍ ।ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଡି ଦ୍ୱାରା ଗିରଫ ହୋଇଥିବା ହେମନ୍ତ ସୋରନଙ୍କ ସମର୍ଥନରେ ଚମ୍ପାଇ କହିଛନ୍ତି, ହେମନ୍ତ ଅଛନ୍ତି ମାନେ ସାହାସ ଅଛି । ଜାନୁଆରୀ ୩୧ ଦେଶ ପାଇଁ କଳା ଅଧ୍ୟାୟ । ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି ବୋଲି ଚମ୍ପାଇ କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *