ଝାମ୍ପିନେଲେ ସୁନା ହାର

ଝାମ୍ପିନେଲେ ସୁନା ହାର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ସିଧାପଲ୍ଲୀ ଗାଁର ଦମ୍ପତି ନିଜ ବାଇକ ଯୋଗେ ଗାଁ କୁ ଫେରୁଥିବା ସମୟରେ ମାଟିଆସାହି ରାସ୍ତାରେ ହୋଇଛି ଲୁଟ…
ଗୋଟିଏ ବାଇକ ୩ ଜଣ ଦୁବୃତ୍ତ ଆସି ଦମ୍ପତି ଙ୍କ ବାଇକ କୁ ପ୍ରଥମେ ଅଟକାଇ ଥିଲେ ପରେ ବନ୍ଧୁକ ବାହାର କରି ବ୍ଲାକ ଫାରିଙ୍ଗ କରିବା ଶହ ମହିଳାଙ୍କ ବେକ ରୁ ସୁନା ହାର ଝାମ୍ପି ନେଇଥିଲେ….
ଖବର ପାଇଁ ଖଲ୍ଲିକୋଟ ଥାନା ଅଧିକାରୀ ଏବଂ ଛତ୍ରପୁର ଏସ୍ଡ଼ିପିଓ ପୋଲିସ ଟିମ ପହଞ୍ଚି ଘଟଣା ସ୍ଥଳରୁ ଫୁଟିଥିବା ଗୁଳିର ଖୋକା ଜବତ କରିବା ସହ ରାସ୍ତା ପାଶ୍ୱରେ ଥିବା ବିଭିନ୍ନ ଦୋକାନ ର ସିସିଟିଭି ଫୁଟେଜ ବାହାର କରି ଛାନଭିନ୍ ଆରମ୍ଭ କରିଛନ୍ତି….

author

Related Articles

Leave a Reply

Your email address will not be published. Required fields are marked *