ଝାରସୁଗୁଡାରେ ରାହୁଲ ଗାନ୍ଧୀ

ଝାରସୁଗୁଡାରେ ରାହୁଲ ଗାନ୍ଧୀ

ଓଡିଶାରେ କଂଗ୍ରେସର ହାଇପ୍ରୋଫାଇଲ ନେତା ରାହୁଲ ଗାନ୍ଧୀ । ନିର୍ବାଚନ ପ୍ରଚାରରେ ଯୋଗ ଦେବା ପାଇଁ ରାହୁଲ ଝାରସୁଗୁଡାରେ ପହଁଞ୍ଚିଛନ୍ତିା ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ସେ ବଲାଙ୍ଗୀରରେ ପହଁଞ୍ଚିଛନ୍ତି । ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ନିକଟରେ ରାହୁଲ ଗାନ୍ଧୀ ରାୟଗଡା ଆସିବାର ଥିଲା । ହେଲେ ସେଦିନ ରାହୁଲ ନାମାଙ୍କନ ଭରିବାକୁ ଥିବାରୁ ତାଙ୍କ ଗସ୍ତ ବାତିଲ ହୋଇଥିଲା । ଭିଡିଓ କନଫରେନ୍ସିଂରେ ସାମିଲ ହୋଇଥିଲେ ରାହୁଲ ଗାନ୍ଧୀ । ଏହାପୂର୍ବରୁ ସାଲେପୁର ସଭାରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ ।

author

Related Articles

Leave a Reply

Your email address will not be published. Required fields are marked *