ଟନେଲ ଟ୍ରାଜେଡି ସ୍ଥିତି ବୁଝିଲେ ପ୍ରଧାନମନ୍ତ୍ରୀ

ଟନେଲ ଟ୍ରାଜେଡି ସ୍ଥିତି ବୁଝିଲେ ପ୍ରଧାନମନ୍ତ୍ରୀ

ଟନେଲ ଟ୍ରାଜେଡି ସ୍ଥିତି ବୁଝିଲେ ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ । ଟନେଲରେ ଫସିଥିବା ଶ୍ରମିକଙ୍କ କଥା ପଚାରି ବୁଝିଲେ । ରିଲିଫ ଓ ଉଦ୍ଧାର ସ୍ଥିତି ସମ୍ପର୍କରେ କଥା ହେଲେ ମୋଦୀ । କେନ୍ଦ୍ର ପକ୍ଷରୁ ଆବଶ୍ୟକୀୟ ଉପକରଣ ଯୋଗାଯାଇଥିବା କହିଲେ । କେନ୍ଦ୍ର-ରାଜ୍ୟ ଏଜେନ୍ସିର ସମନ୍ୱୟରେ ସୁରକ୍ଷିତ ଉଦ୍ଧାରକୁ ଗୁରୁତ୍ୱ । ଫସିଥିବା ଶ୍ରମିକଙ୍କ ମନୋବଳ ଦୃଢ ରହିବା ଆବଶ୍ୟକ । ନଭେମ୍ବର ୧୨ରୁ ଟନେଲରେ ଫସିରହିଛନ୍ତି ୪୧ ଶ୍ରମିକ ।

author

Related Articles

Leave a Reply

Your email address will not be published. Required fields are marked *