ତକିଆ, ଚାଦର ଚୋରି କଲେ ପାଇବେ ବର୍ଷେ ଦଣ୍ଡ

ତକିଆ, ଚାଦର ଚୋରି କଲେ ପାଇବେ ବର୍ଷେ ଦଣ୍ଡ

ସାଧାରଣତଃ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବାକୁ ହେଲେ ଟ୍ରେନ ଉପରେ ନିର୍ଭର କରିଥାଉ । ଟ୍ରେନର ଏସି କ୍ଲାସରେ ଯାତ୍ରା କରୁଥିବା ଲୋକମାନଙ୍କୁ ତକିଆ,ଚାଦର ବ୍ୟବହାର କରିବା ପାଇଁ ଦିଆଯାଇଥାଏ । ତେବେ ଏହାକୁ ଯାତ୍ରୀମାନେ ବ୍ୟବହାର କରି ସେଠାରେ ଛାଡି ଦେଇଥାନ୍ତି ଏବଂ ଏହାକୁ ଯେ ଚୋରି କରିଥାଏ ତାକୁ ଦଣ୍ଡ ମିଳିଥାଏ । ରେଲୱେ ଆସୋସିଏସନ ତରଫରୁ ରେଲୱେ ପ୍ରପୋଟି ଆକ୍ଟ 1966 ଅନୁଯାୟୀ ଟ୍ରେନରୁ ଚୋରି କଲେ ବର୍ଷେ ଦଣ୍ଡ ଦିଆଯିବା ସହ 1 ହଜାର ଟଙ୍କାର ଜୋରିମାନା ଦେବାକୁ ପଡିପାରେ ।

author

Related Articles

Leave a Reply

Your email address will not be published. Required fields are marked *