ତାରା ହେବେ କଂଗ୍ରେସ ବିଧାୟକ ଦଳର ନେତା

ତାରା ହେବେ କଂଗ୍ରେସ ବିଧାୟକ ଦଳର ନେତା

ଆସନ୍ତାକାଲିଠାରୁ ବିଧାନସଭା ଆଧିବେଶନ ଆରମ୍ଭ ହେବାକୁ ଯାଉଛି । କିନ୍ତୁ ଏପର୍ଯ୍ୟନ୍ତ ବି କଂଗ୍ରେସର ବିବାଦ ତୁଟୁନି । ଏବେ ପର୍ଯ୍ୟନ୍ତ କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା ତାହା ସ୍ଥିର ହୋଇ ପାରିନାହିଁ । ତେବେ ଏହି ରେସରେ ଆଗରେ ରହିଛନ୍ତି ତାରା ବାହିନୀପତି । ତେବେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ତାରା । କହିଛନ୍ତି, କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ସେ ଗ୍ରହଣ କରିବେ । ଆସନ୍ତାକାଲିଠାରୁ ବିଧାନସଭା ଅଧିବେଶନ। ଏହାପୂର୍ବରୁ ଆଜି ବାଚସ୍ପତି ସୁରମା ପାଢୀଙ୍କ ଅଧକ୍ଷତାରେ  ସର୍ବଦଳୀୟ ବୈଠକ ବସିଛି। ସେହିପରି ୨୩ ତାରିଖରେ ଉପବାଚସ୍ପତି ଲାଗି ନାମାଙ୍କନ ହେବ । ସେହିଦିନ ୧୨ଟା ସୁଦ୍ଧା ନାମାଙ୍କନ ଦାଖଲ କରାଯିବ । ୨୪ରେ ଫଳାଫଳ ଘୋଷଣା ହେବ ।

author

Related Articles

Leave a Reply

Your email address will not be published. Required fields are marked *