ଦେଶର ସବୁଠୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ତିନିଦିନ ହେବ କାମ କରୁନି UPI ସେବା । ଯାହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସର୍ଭର ଡାଉନ ହେତୁ ଏପରି ସମସ୍ୟା ଦେଖାଯାଇଛି । ଯାହା ପାଇଁ ପ୍ରଭାବିତ ହୋଇଛନ୍ତି ଗ୍ରାହକ । କୋଟି କୋଟି ଗ୍ରାହକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅନଲାଇନ ମାଧ୍ୟମରେ ଟଙ୍କା ନେଣଦେଣ କରିପାରୁନାହାନ୍ତି ଲୋକେ । ପାର୍ବଣର ଋତୁ ଚାଲିଛି ଅନଲାଇନ ନେଣଦେଣ ନ ହେଉଥିବା ହେତୁ ଲୋକମାନଙ୍କର ଜିନିଷ କିଣାବିକାରେ ଅସୁବିଧା ହେଉଛି । ତେବେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ସେବା ଅପଗ୍ରେଡ ଚାଲିଛି । ଖୁବ୍ ଶୀଘ୍ର ଏହାର ସମାଧାନ କରାଯିବ ।
You can share this post!
author
Related Articles
ଖୋଲିବ ୩ଟି ଓମଫେଡ୍ ପ୍ଲାଣ୍ଟ…
- November 16, 2024
ନବୀନଙ୍କ ବଡ ନିଷ୍ପତ୍ତି; ନଭେମ୍ବର ଶେଷକୁ ହେବ…
- November 16, 2024
କୋବି କିଆରୀରେ ବାଘ
- November 16, 2024