ତୃତୀୟ ଦିନରେ ଆଜି ବି ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ

ତୃତୀୟ ଦିନରେ ଆଜି ବି ହେବ ରତ୍ନଭଣ୍ଡାର ଲେଜର ସ୍କାନିଂ

ଶ୍ରୀମନ୍ଦିରରେ ତିନି ଦିନ ହେଲାଣି ଚାଲିଛି ରତ୍ନଭଣ୍ଡାରର ଲେଜର ସ୍କାନିଂ । ରତ୍ନଭଣ୍ଡାରର ବାହାର ପାଶ୍ୱର୍ କାନ୍ଥର ଲେଜର ସ୍କାନିଂ ଶେଷ ହୋଇଯାଇଥିବା ବେଳେ ଡକୁମେଣ୍ଟେସନ ମଧ୍ୟ ଶେଷ ହୋଇଛି । ଆଜି ପୁଣି ପାଶ୍ୱର୍ ଦେବା ଦେବୀଙ୍କ ସ୍କାନିଂ ପ୍ରକ୍ରିୟା ହେଉଛି । ଗତକାଲି ଉତ୍ତର ପାଶ୍ୱର୍ର କାନ୍ଥରେ ୧୨ଟି ପଏଣ୍ଟରେ ଲେଜର ସ୍କାନିଂ ଡକୁମେଣ୍ଟେସନ ଶେଷ ହୋଇଥିବା ବେଳେ ଅମୁହାଁ ମନ୍ଦିର ବାହାର ପାଶ୍ୱର୍ କାନ୍ଥର ଉତ୍ତର ଭାଗ ମଧ୍ୟ ଲେଜର ସ୍କାନିଂ ମଧ୍ୟ ଶେଷ ହୋଇଛି । ପ୍ରଥମ ଦିନରେ ଉତ୍ତର ପଶ୍ଚିମ ଓ ଉତ୍ତର ପୂର୍ବର ୩୭ଟି ପଏଣ୍ଟରେ ଲେଜର୍ ସ୍କାନିଂ ଡକୁମେଣ୍ଟେସନ୍ ଶେଷ ହୋଇଥିଲା । ଦୁଇ ଦିନରେ ମୋଟ ୪୯ଟି ପଏଣ୍ଟରେ ଲେଜର୍ ସ୍କାନିଂ ଡକୁମେଣ୍ଟେସନ୍ ଶେଷ ହୋଇଛି।ଏହାସହ କେତେ ଦିନ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯିବ ସେ ନେଇ ଆଲୋଚନା ହେବ।

author

Related Articles

Leave a Reply

Your email address will not be published. Required fields are marked *