ତେନ୍ତୁଳି ଗଛରୁ ଝରୁଛି କ୍ଷୀର

ତେନ୍ତୁଳି ଗଛରୁ ଝରୁଛି କ୍ଷୀର

ରହସ୍ୟରେ ଭରା ଦୁନିଆରେ ବହୁତ କିଛି ଅଦ୍ଭୁତ ଘଟଣା ଘଟିଥାଏ । ଏପରି ଏକ ଘଟଣା ଘଟିଛି ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବାଲେଶ୍ଵର ସହରର ଏଡିଏମ ଛକ ନିକଟରେ ଥିବା ଗୋଟିଏ ତେନ୍ତୁଳି ଗଛରୁ କ୍ଷୀର ଝରୁଛି । ମଙ୍ଗଳବାର ସକାଳ ୪ ଟା ଠାରୁ କ୍ଷୀର ଝରୁଥିବାବେଳେ ଧିରେ ଧିରେ କ୍ଷୀର ଝରିବା ବଢିବାରେ ଲାଗିଛି। କିନ୍ତୁ କାହିଁକି କ୍ଷୀର ଝରୁଛି? କ୍ଷୀର ଝରିବାର କାରଣ କଣ? ତାହା ଏବେ ଯାଏଁ ସଷ୍ଟ ହୋଇନାହିଁ । ଏନେଇ କିଛି ଲୋକ ଆଶ୍ଚର୍ଯ୍ୟ ହେଉଥିବାବେଳେ ଅନ୍ୟ କିଛି ଲୋକ ଐଶର୍ଯ୍ୟ ଶକ୍ତି ପାଇଁ ଏପରି ହେଉଥିବା କହିଛନ୍ତି। କିଏ କିଏ ପାଖରେ ଥିବା ମନ୍ଦିର ବାବାଙ୍କ ପାଦୁକା ବୋଲି କହି ପାଉଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *