ତେଲୁଗୁ କଳାକାରଙ୍କ ସହ ଝୁମିଲେ ତାରା

ତେଲୁଗୁ କଳାକାରଙ୍କ ସହ ଝୁମିଲେ ତାରା

ତେଲୁଗୁ ସୁପରଷ୍ଟାରଙ୍କ ସହ ନାଚିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି । ଧୋତି ପିନ୍ଧିଲେ ତେଲୁଗୁ ସୁପରଷ୍ଟାରଙ୍କ ସହ ନାଚିଲେ । ପୋଙ୍ଗଲ ଅବସରରେ ଜୟପୁର ନାରାୟଣୀ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଯେଉଁଥିରେ କି ତେଲୁଗୁ କଲାକାର ଓ ଗାୟକ ସମିଲ ହୋଇଥିଲେ । ତେଲୁକୁ କଳାକାର ଓ ଗାୟକଙ୍କ ଗୀତରେ ଝୁମିଥିଲେ ଦର୍ଶକ । ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । କିନ୍ତୁ ଏହି କାର୍ଯ୍ୟକ୍ରମରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ବିଧାୟକ ତାରା ବାହିନୀ ପତି ଏବଂ ତାଙ୍କ ଡ୍ୟାନ୍ସ ।

author

Related Articles

Leave a Reply

Your email address will not be published. Required fields are marked *