ଥଣ୍ଡା ରେ ଥରୁଛି ଧର୍ମଗଡ

ଥଣ୍ଡା ରେ ଥରୁଛି ଧର୍ମଗଡ

ପୁଣି ରାଜ୍ୟ କୁ ଫେରିଲା ଶୀତ ଲହରୀ ସାରା ରାଜ୍ୟ ରେ ଜାରି ରହିଛି ଶୀତ ଲହରୀ କିଛି ଦିନ ଥଣ୍ଡା କମିବl ପରେ ପୁଣି ଧର୍ମଗଡ ରେ ଥଣ୍ଡା ସାଙ୍ଗକୁ ଘନ କୁହୁଡି ଦେଖିବାକୁ ମିଲୁଛି ସନ୍ଧ୍ୟା ସାତ ଟା ହୋଇଗଲେ ପାରଦ ଖସୁଛି ଆଉ ଥଣ୍ଡା ମାଡ଼ିବସୁଛି ସାଧାରଣ ଜୀବନ ଯାପନ ଅସ୍ତବ୍ୟସ୍ତ ହୋଇପଡୁଛି ଲୋକେ ଗରମ ପୋଷାକ ବ୍ୟବହାର କରିବl

ସlଙ୍ଗକୁ ନିଆଁ ଜାଳି ବସିପଡ଼ୁଛନ୍ତି ଆଉ କିଛିଟା ଆଶ୍ବସ୍ତି ମନେ କରୁଛନ୍ତି ଲୋକେ ସକାଳ ଆଠଟା ପର୍ଯନ୍ତ ବେଶ ଥଣ୍ଡା ଅନୁଭୂତ ହୋଉଥିବା ବେଳେ ଲୋକେ ଘରୁ ବାହାରୁନାହାନ୍ତି ଫଳରେ ରାସ୍ତାଘାଟ ଖାଁ ଖାଁ ରହୁଛି ଘନ କୁହୁଡି ଯୋଗୁ ଯିବ ଆସିବାରେ ବାଧା ସୃଷ୍ଟି ଦେଖା ଦେଇଛି

author

Related Articles

Leave a Reply

Your email address will not be published. Required fields are marked *