ଥମୁନି ସିକିମ୍ ବନ୍ୟାର ଭୟ

ଥମୁନି ସିକିମ୍ ବନ୍ୟାର ଭୟ

ସିକିମ୍ ବନ୍ୟାକୁ ନେଇ ଭାରତରେ ହାହାକାର ପରିସ୍ଥିତି । ଶହ ଶହ ଲୋକ ବାସହରା ହୋଇଥିବା ବେଳେ ଅନେକ ଲୋକ ମୃତ୍ୟୁ ବରଣ କରିଛନ୍ତି । ତା ସାଙ୍ଗକୁ 22 ଜଣ ଯବାନ ନିଖୋଜ ହେବା ଘଟଣା ଆହୁରି କଷ୍ଟ ଦେବା ସହ ଦେଶକୁ ଦୋହଲାଇ ଦେଇଛି । ତିସ୍ତା ନଦୀରେ ଭୟଙ୍କର ବନ୍ୟାର ସୁଅ ଚାଲୁଥିବାବେଳେ ବିସ୍ଫୋରଣର ଦୃଶ୍ୟ ସେଠାକାର ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରିଛି । ନଦୀରେ ବିସ୍ଫୋରଣ ନେଇ ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇଛି । କୌଣସି ଠାରୁ ଗୋଳାବାରୁଦର ସନ୍ଧାନ ମିଳିଲେ ତୁରନ୍ତ କାର୍ଯ୍ୟାଳୟରେ କିମ୍ବା ସେନାଧିକାରୀଙ୍କୁ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ଅପିଲ କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *