ଦର୍ଶକଙ୍କୁ କାନଡଉଛି ମାଇଁ ସୁଇଟ ହାଉସ ଓଇଫ

ଦର୍ଶକଙ୍କୁ କାନଡଉଛି ମାଇଁ ସୁଇଟ ହାଉସ ଓଇଫ


ନିକଟରେ ରିଲିଜ ହୋଇଛି ନିଚ୍ଛକଓଡ଼ିଆ ଫିଲ୍ମ ମାଇଁ ସୁଇଟ ହାଉସ ଓଇଫ ଯାହା ଦର୍ଶକଙ୍କ ମନକୁ ବେଶ ଛୁଇଁଛି| ତେବେ ପରିବାର ଏବଂ ପ୍ରେମ ସହ ଏହି ଫିଲ୍ମିରେ ପାରିବାରିକ କାହାଣୀକୁ ଦର୍ଶକଙ୍କ ପାଖରେ ପହଞ୍ଚାଇଛନ୍ତି ଅଭିନେତ୍ରୀ ନେନା ଦାସ ଏବଂ ଅଭିନେତା ପ୍ରୀତିରାଜ| ଫିଲ୍ମଟି ଦର୍ଶକଙ୍କ ହୃଦୟକୁ ବେଶ ଛୁଇଁପାରିଛି| ଓଲିଉଡରେ ଲାଗିଥିବା କଳାକାର କଳି ଭିତରେ ବି ଦର୍ଶକଙ୍କ ମନକୁ ଜିତିପାରିଛି ଓଡ଼ିଆ ଫିଲ୍ମି ମାଇଁ ସୁଇଟ ହାଉସ ଓ଼ଇଫ| ଫିଲ୍ମଟି ଅନେକ ସିନେମା ହଲରେ ହାଉସଫୁଲ ହେବାରେ ଲାଗିଛି|ଦର୍ଶକମାନେ ଫିଲ୍ମଟିକୁ ପସନ୍ଦ କରୁଥିବା ବେଳେ ଅଭିନେତ୍ରୀ ନେନା ଦାସ ଏବଂ ଅଭିନେତା ପ୍ରୀତିରାଜଙ୍କୁ ଦର୍ଶକ ପ୍ରଶଂସା ମଧ୍ୟ କରୁଛନ୍ତି|

author

Related Articles

Leave a Reply

Your email address will not be published. Required fields are marked *