ଦିନିକିଆରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଳିଆ

ଦିନିକିଆରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଳିଆ

ଆଜି ଦିନିକିଆରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଳିଆ । ବିଶ୍ୱକପ ପୂର୍ବରୁ ଏହି ଲଢେଇ ଦେଖିବେ ଦର୍ଶକ ।ଭାରତୀୟ ଦଳର ରୋହିତ ଶର୍ମା, ବିରାଟ କୋହଲି, କୁଲଦୀପ ଯାଦବ, ହାଦ୭ୀକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛିି । ଭାରତୀୟ ଦଳର ପ୍ରଶିକ୍ଷନ ରାହୁଲ ଦ୍ରାବିଡିଙ୍କୁ ଏବେ ବ୍ରେଂଚ ଷ୍ଟ୍ରେଙ୍ଗିଥ ପରୀକ୍ଷା ପାଇଁ ଆଉ ଏକ ସୁଯୋଗ ମିଳିଛି । ସଦ୍ୟ ଏସିଆ କପ ଜିତିଥିବା ଭାରତୀୟ ଦଳର ଆତ୍ମବିଶ୍ୱାସ ରହିଛି ।
ଭାରତ ସମ୍ଭାବ୍ୟ ଏକାଦଶ; ଈଶାନ କିଶନ,ଶୁବମନ ଗିଲ୍‌, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ୍‌ାଦବ, କେଏଲ ରାହୁଲ(ଅଧିନାୟକ, ୱିକେଟରକ୍ଷକ), ରବିନ୍ଦ୍ର ଜାଡେଜା, ୱାସିଂଟନ ସୁନ୍ଦର, ଆର ଅଶ୍ୱିନ, ମହମ୍ମଦ ସାମି, ସିରାଜ ଠାକୁର, ଯଶପ୍ରୀତ ବୁମରା ପ୍ରମୁଖ ।
ଅଷ୍ଟ୍ରେଳିଆ ସମ୍ଭାବ୍ୟ ଏକାଦଶ; ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ସ, ଷ୍ଟିଭେନ ସ୍ମିଥ୍‌, ମାର୍ନସ ଲବୁସାନ,ଆଲେକ୍ସ କ୍ୟାରି(ୱିକେଟରକ୍ଷକ), କାମେରନ୍ ଗ୍ରିନ, ମାର୍କସ ଷ୍ଟୋଇନିସ୍‌, ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍ପେନସର ସାଙ୍ଗା, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍ ପ୍ରମୁଖ ।

author

Related Articles

Leave a Reply

Your email address will not be published. Required fields are marked *