ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଂ

ଦିନ ୧୧ଟା ସୁଦ୍ଧା ୨୧.୦୭% ଭୋଟିଂ

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ଖରାରେ ବି ଭୋଟ ଦେବାକୁ ଆସୁଛନ୍ତି ଭୋଟର । ନିଜ ପ୍ରିୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ତେବେ ମତଦାନକୁ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ମୁତାବକ, ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଛି । ବଲାଙ୍ଗୀରରେ ସର୍ବନିମ୍ନ ୧୭.୧୬ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି । ସେହିପରି ବରଗଡରେ-୨୨.୦୬%, ବୌଦ୍ଧରେ ୨୧.୭୫%, ଗଞ୍ଜାମରେ ୨୧.୯୮%, କନ୍ଧମାଳରେ ୧୯.୩୫%, ନୟାଗଡରେ ୨୦,୯୭%, ସୁବର୍ଣ୍ଣପୁରରେ ୨୦% ଭୋଟିଂ ହୋଇଥିବା ସୂଚନା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *