ଦିଲ୍ଲୀରେ ବସୁଛି କଂଗ୍ରେସର ବୈଠକ

ଦିଲ୍ଲୀରେ ବସୁଛି କଂଗ୍ରେସର ବୈଠକ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଆଜି କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଏବଂ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିବ । ଏହି ବୈଠକରେ ନିର୍ବାଚନୀ ଇସ୍ତାହାର ଉପରେ ମୋହର ବାଜିବାର ସମ୍ଭାବନା ରହିଛି । ଇସ୍ତାହାର କମିଟିର ଅଧ୍ୟକ୍ଷ ରହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ । ଇ-ମେଲରେ ଆସିଥିବା ପ୍ରସ୍ତାବ ଏବଂ ଲୋକଙ୍କ ମତାମତକୁ ଆଧାର କରି ଦେଖି ନିର୍ବାଚନୀ ଇସ୍ତାହାର ତିଆରି ହୋଇଛି । ନିର୍ବାଚନୀ ଇସ୍ତାହାରରେ ଶ୍ରମିକ, ମହିଳାଙ୍କ ଭଳି କ୍ଷେତ୍ରରେ କଂଗ୍ରେସ ବଡ ଘୋଷଣା କରିବ ବୋଲି ଜଣାପଡିଛି ।

author

Related Articles

Leave a Reply

Your email address will not be published. Required fields are marked *